କ୍ଲାସ ରୁମ୍‌କୁ ନିଷେଧ

ଭୁବନେଶ୍ୱର : କ୍ୟାମ୍ପସରେ ସମ୍ପୂର୍ଣ୍ଣ ଭାବେ ମୋବାଇଲ୍ ଫୋନ୍ ବ୍ୟାନ ଯୋଜନାକୁ ବଦଳାଇବ ଉଚ୍ଚଶିକ୍ଷା ବିଭାଗ। ଏଣିକି କ୍ୟାମ୍ପସ୍ ନୁହେଁ କେବଳ କ୍ଲାସ ରୁମରେ ମୋବାଇଲ ବ୍ୟବହାର ଉପରେ ଲାଗିବ କଟକଣା। ଏହି ନିୟମ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ। ପୂର୍ବରୁ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ କଟକଣା ନେଇ ବିଭାଗ ଯୋଜନା କରିଥିଲା। କ୍ୟାମ୍ପସରେ ମୋବାଇଲ୍ ବ୍ୟବହାର ଶୈକ୍ଷିକ ବାତାବରଣରେ ବାଧା ସୃଷ୍ଟି କରୁଥିବା ଦର୍ଶାଇ … Continue reading କ୍ଲାସ ରୁମ୍‌କୁ ନିଷେଧ